ମହାଷ୍ଟମୀରୁ ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ବାକି ରହିଥିବା କାମ ହେବ ପୂରଣ
ଆଜି ଶାରଦୀୟ ନବରାତ୍ରୀର ମହାଷ୍ଟମୀ । ଜ୍ୟୋତିଷଶାସ୍ତ୍ର ଅନୁସାରେ ମହାଷ୍ଟମୀ ଦିନ କିଛି ରାଜଯୋଗ ସୃଷ୍ଟି ହେବାକୁ ଯାଉଛି ।
ମହାଷ୍ଟମୀ ଦିନ ରବି ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେଉଛି । ଏହି ରାଜଯୋଗ ମହାଷ୍ଟମୀରେ ୧୦୦ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି । ଏହା କିଛି ରାଶିଙ୍କ…