ପଦ ଛାଡ଼ିବେ ଉଦ୍ଧବ!
ମୁମ୍ବାଇ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଦ ଛାଡ଼ିବେ ଉଦ୍ଧବ! ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡିବା ପରେ ମହାରାଷ୍ଟ୍ର ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି ଉଦ୍ଧବ ଠାକରେ । ସମସ୍ତ ପ୍ରତିବନ୍ଧକର ମୁକାବିଲା କରାଯିବ ବୋଲି କହିଛନ୍ତି ଦଳର ନେତା…