ପୁଣିଥରେ ବାଜି ମାରିଲେ ସିନ୍ଦେ, ବିଧାନସଭା ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିଲା ବହୁମତ
ପୁଣିଥରେ ବାଜି ମାରିଲେ ସିନ୍ଦେ । ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନରେ ବିଜେପି-ସିନ୍ଦେ ମେଣ୍ଟକୁ ମିଳିଛି ବହୁମତ । ଅର୍ଥାତ ବିଧାନସଭା ବାଚସ୍ପତି ନିର୍ବାଚନରେ ବହୁମତରେ ବିଜେପିର ରାହୁଲ ନାର୍ବେକର ବିଜୟୀ ହୋଇଛନ୍ତି । ବିଜୟ ପାଇଁ ମ୍ୟାଜିକ୍ ନମ୍ବର ୧୪୫ ଥିବାବେଳେ…