ମାହାଙ୍ଗା ମୃତ୍ୟୁ ମାମଲା; ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କଲା ବିଜେପି
ମାହାଙ୍ଗା ମୃତ୍ୟୁ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡି ମିିଳିନାହିଁ । ପୁଲିସ ଦୁଇ ମାସ କାଳ ନିଷ୍କ୍ରିୟ ରହି ପୋଷ୍ଟ ମର୍ଟମ ନ କରିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସଂହାର । ଦୁଇ ତଳେ ତଳେ ସେମାନେ ପୁଲିସ…