Browsing Tag

mahalakshmi

ମା’ଲକ୍ଷ୍ମୀ ପ୍ରସନ୍ନ କରିବାର ସରଳ ଉପାୟ

ଧନ ଦେବୀ ମା’ଲକ୍ଷ୍ମୀଙ୍କ ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହେବା ସହ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ ଖଟୁଲିରେ ରଖି ତାହାକୁ ଏକ ସାଲୁ କନା ଦ୍ୱାରା ଘୋଡ଼ାଇ ରଖିବା ଉଚିତ।…