ବସ ଦୁର୍ଘଟଣାରେ ଚାଲିଗଲା ୧୧ଜଣଙ୍କ ଜୀବନ
ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ବୈତୁଲ୍ ଜିଲ୍ଲାରେ ଗୋଟାଏ ବସ୍ ଓ ଗୋଟାଏ 'ଏସ୍ୟୁଭି' କାର୍ ସାମ୍ନାସାମ୍ନି ଧକ୍କା ଖାଇବାରୁ ଅନ୍ୟୂନ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପୁଲିସ କହିଛି।
ସୂଚନା ଅନୁସାରେ, ଗୁଡ୍ଗାଓଁ ଏବଂ ଭୈଂସ୍ଦେହୀ ରାସ୍ତାରେ ଉପରୋକ୍ତ…