ମଧୁବାବୁ ପେନସନ୍ ଯୋଜନାରେ କିନ୍ନରମାନଙ୍କୁ ମିଳିବ ଭତ୍ତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଯୋଗାଇ ଦିଆଯିବ ଭତ୍ତା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ଭତ୍ତା ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନସନ୍ ୱେବସାଇଟରେ ଏବେଠାରୁ ଆବେଦନ କରିପାରିବେ। ଏହି ସୂଚନା…