ଲକଡାଉନ ଯୋଗୁଁ ହେଉଥିବା ଅସୁବିଧା ପାଇଁ “ମନ୍ କୀ ବାତ୍’ରେ କ୍ଷମା ମାଗିଲେ ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି “ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “କ୍ୱାରେଣ୍ଟିନ୍’କୁ ଅଧିକ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ “କ୍ୱାରେଣ୍ଟିନ୍’କୁ ଅମାନ୍ୟ କରି ବିଶ୍ୱର ଅନେକ ଲୋକ ଏବେ ଅନୁତପ୍ତ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବୁଝିପାରୁଛି କେହି ଜାଣିଶୁଣି…