ଜନ୍ମଦେବା ପରେ ନବଜାତକକୁ ହସ୍ପିଟାଲରେ ଛାଡି ମାଆ ଫେରାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବଜାତକକୁ ଛାଡି ମାଆ ଛୁ । ୧୦ ମାସ ୧୦ ଦିନ ଗର୍ଭରେ ରଖିଥିବା ମାଆ ଶିଶୁ କନ୍ୟାକୁ ଜନ୍ମ ଦେଲାପରେ ତାକୁ ଛାଡି ଫେରାର ହୋଇଯାଉଛି | ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଜଣେ ପ୍ରସୂତି…