ଲୁଲୁ ମହାପାତ୍ରଙ୍କ ପଞ୍ଚମ ପୂଣ୍ୟ ତିଥି
ଶନିବାର ଦିବଙ୍ଗତ କଂଗ୍ରେସ ନେତା ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପଞ୍ଚମ ପୂଣ୍ୟତିଥି ପାଳିତ ହେବ । ଜନ୍ମସ୍ଥାନ ବ୍ରହ୍ମଗିରି ସମେତ କର୍ମକ୍ଷେତ୍ର ଭୁବନେଶ୍ୱର-କଟକ ଓ ସାରା ରାଜ୍ୟରେ ଏହି ତିଥି ପାଳିତ ହେବ । ଲୁଲୁଙ୍କ ଅନ୍ତରଙ୍ଗ ବନ୍ଧୁ ସମାଜସେବୀ ଅମୀୟ ଦାସଙ୍କ…