Browsing Tag

low pressure: Temperatures in 8 cities are above 40 degrees Celcius

ଦାନା ବାନ୍ଧୁଛି ଲଘୁଚାପ: ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଏଣେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଏହା ଭିତରେ ଆସୁଛି ପୁଣି ଏକ ଲଘୁଚାପ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ପୁଣିଥରେ ଟିଟିଲାଗଡ଼ ୪୧.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ରବିବାର ପଶ୍ଚିମ ଓଡ଼ିଶାର ୮ ସହରରେ ତାପମାତ୍ରା ୪୦…