Tokyo Olympics: ବକ୍ସିଂରେ ପଦକ ନିଶ୍ଚିତ କଲେ ଲଭ୍ଲିନା
ଟୋକିଓ: ଇତିହାସ ରଚିଲେ ଭାରତୀୟ ମହିଳା ବକ୍ସର। କମାଲ କଲେ ଆସାମର ପ୍ରଥମ ମହିଳା ବକ୍ସର। ଅଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ୨୩ ବର୍ଷିୟ ଲଭ୍ଲିନା ବୋର୍ଗୋହେନ। ବିଶ୍ବ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ୮ମ ଦିନରେ ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ…