Browsing Tag

Loot in medicine stores

ରସଗୋଲା ଭୋଗ କରିବା ପରେ ଔଷଧ ଦୋକାନମାନଙ୍କରେ ଲୁଟ୍

ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ରେ ଗତ ୨୦ ତାରିଖରୁ ଔଷଧ ଦୋକାନ ମାନଙ୍କରେ ହେଉଥିବା ଲୁଟ୍ ଘଟଣାର ଆଜି ପର୍ଦାଫାସ ହୋଇଛି। ଘଟଣାରେ ଜଡ଼ିତ ୪ ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଆଜି ଗିରଫ କରାଯାଇଛି। ସେମାନଙ୍କ ଠାରୁ ନଗଦ ୩୯,୦୦୦ ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟର…