ବିଧାନସଭାରେ ୨୦୨୦-୨୧ ବ୍ୟୟ ମଞ୍ଜୁରି ବିଲ୍ ପାରିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ପାରିତ ହେଲା ୨୦୨୦-୨୧ ବ୍ୟୟ ମଞ୍ଜୁରି ବିଲ୍ । ଲୋକସେବା ଭବନ କନଭେନ୍ସନ ହଲରେ ପ୍ରଥମଥର ବସିଥିଲା ବିଧାନସଭା ବଜେଟର ଏହି ସ୍ୱତନ୍ତ୍ର ଅଧିବେଶନ ବୈଠକ । ଏହାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବାଚସ୍ପତି।
ସୂଚନା…