ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ, 5 ଗୁରୁତର
ଓଡିଶା ଫାଷ୍ଟ (ବ୍ୟୁରୋ) : କଟକ ଟାଙ୍ଗୀ ନିର୍ଗୁଣ୍ଡି ରେ ଷ୍ଟେସନ ଠାରେ ମୁମ୍ବଇ-ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ସକାଳ 7ଟା ସୁଦ୍ଧା ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପ୍ରାୟ 8ଟି…