ଟ୍ରେନ୍ ସ୍ପାର୍କିଂରୁ IOCLର ତେଲ ଡିପୋରେ ନିଆଁ
ପାରାଦୀପ: ବାଉରିଆପାଳନ୍ଦା ଆଇଓସିଏଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ ସ୍ପାର୍କିଂରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଡିପୋ ଭିତରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ ଷ୍ଟାର୍ଟ ସମୟରେ ସ୍ପାର୍କିଂ ହୋଇଥିଲା। ଫଳରେ ନିକଟରେ ଯାଇଥିବା ପେଟ୍ରୋଲ ପଏଣ୍ଟରେ ନିଆଁ ଲାଗି…