ପୋଲିସକୁ ଉଠାଇନେଲା ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ନିୟମ ଭାଙ୍ଗିବାରୁ ପୋଲିସକୁ ଉଠାଇନେଲା ପୋଲିସ । ସର୍ବସାଧାରଣ ସ୍ଥାନରେ ସଂଘବଦ୍ଧ ଭାବେ ମଦ୍ୟପାନ କରୁଥିବା ବେଳେ ପୁଲିସ ଜଣେ କନେଷ୍ଟେବଲ ସହ ୮ରୁ ଅଧିକ ଲୋକଙ୍କୁ ଉଠାଇନେଇଛି । ପୁଲିସ ହେପାଜରେ ଥିବା କନଷ୍ଟେବଲ ଜଣକ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ…