ପୁରୀ ବେଳାଭୂମିରେ ପରଷାଯିବ ମଦ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୁରୀ ବେଳାଭୂମିରେ OTDC ପକ୍ଷରୁ ଆରମ୍ଭ ହେବ ‘ବିଚ୍ ସ୍ନାକ୍ସ’ ପ୍ରୋଗ୍ରାମ୍। ତେବେ ପୁରୀ ଏକ ଧାର୍ମିକ ସ୍ଥଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ଏପରି ବ୍ୟବସ୍ଥା ଆରମ୍ଭ ହେବା ନେଇ…