ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ, ହାତ ଖୋଲି ଦେଲେ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ସୋମବାର ସନ୍ଧ୍ୟାରେ ସହାୟତା ପ୍ୟାକେଜ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥାନାନ୍ତର ହେବାକୁ ଥିବା ଘର, ମଠ ଓ ଦୋକାନ ପାଇଁ ସହାୟତା ଘୋଷଣା କରାଯାଇଛି। ଅଧିଗୃହିତ ଜମି ଲିଙ୍ଗରାଜ ନାଁରେ ରେକର୍ଡ କରାଯିବ। ଜମି…