ଏହି ସବୁ ଦେଶରେ ମହିଳାଙ୍କ ସୁନ୍ଦରତାରେ ପାଗଳ ସାରା ବିଶ୍ବର ପୁରୁଷ
ନାରୀମାନଙ୍କ ସୌନ୍ଦର୍ଯ୍ୟ ଉପରେ ଅନେକ କବିତା ଏବଂ କାହାଣୀ ଲେଖାଯାଇଛି। ଯଦିଓ ପ୍ରତ୍ୟେକ ମହିଳାଙ୍କର ନିଜ ଭିତରେ ଏକ ଭିନ୍ନ ବିଶେଷତା ଥାଏ, କିନ୍ତୁ କେତେକ ସ୍ଥାନର ମହିଳାମାନେ ସେମାନଙ୍କର ସୁନ୍ଦରତା ପାଇଁ ସାରା ବିଶ୍ୱରେ ଜଣାଶୁଣା। ତେବେ ଆଜି ଆମେ ଆପଣଙ୍କୁ ସେହି ଭଳି କେତେକ ଦେଶଗୁଡ଼ିକ…