Browsing Tag

legal reform acts as an engine : Justice Shashikant Mishra

ଆଇନ ପରିବର୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ : ଜଷ୍ଟିସ୍ ଶଶିକାନ୍ତ ମିଶ୍ର

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ ବର୍ଷ ବର୍ଷ ଧରି ଆଇନ ବ୍ୟବସ୍ଥାର ବିକାଶ ସମାଜରେ ବ୍ୟାପକ ପରିବର୍ତନ ଆଣିବା ସହ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର କହିଛନ୍ତି । “ଆଇନ ପରିବର୍ତନର ଇଞ୍ଜିନ…