Browsing Tag

LED lights

ଏଲ୍‌ଇଡି ଲାଇଟ୍‌ରେ ଆଲୋକିତ ହେବ ସବୁ ପୌରାଞ୍ଚଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ମେ’ ସୁଦ୍ଧା ରାଜ୍ୟର ୧୧୩ଟି ପୌରାଞ୍ଚଳକୁ ଏଲ୍‌ଇଡି ଦ୍ୱରା ଆଲୋକିତ କରାଯିବ। ପରବର୍ତ୍ତୀ ସମୟରେ ଏହି ସୁବିଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୧୩ ପୌରାଞ୍ଚଳ…