ହସ୍ପିଟାଲର କର୍ମଚାରୀଙ୍କ ସହ ବର୍ଷିଆନ କଳାକାର ଋଷି କପୁରଙ୍କ କିଛି ଅବିସ୍ମରଣୀୟ ମୁହୂର୍ତ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏ ଦୁନିଆ ଏକ ରଙ୍ଗମଞ୍ଚ । ସମସ୍ତେ ଏଠାରେ ନିଜ ନିଜ ଅଭିନୟ ସାରି ବାହୁଡ଼ି ଯାଆନ୍ତି । କେବଳ ରହିଯାଏ ସ୍ମୃତି । ସେହିଭଳି ଏକ ଅଭୁଲା କଳାକାର ହେଉଛନ୍ତି ଋଷି କପୁର । ସେ ଆଜି ଏ ଦୁନିଆର ରଙ୍ଗ ମଞ୍ଚରୁ ବିଦାୟ ନେଇଛନ୍ତି ସତ କିନ୍ତୁ ଛାଡିଯାଇଛନ୍ତି ଅନେକ ସ୍ମୃତି ।…