ବଢ଼ିଲା ୨୦୦୦ ଟଙ୍କିଆ ନୋଟ୍ ଡିପୋଜିଟ୍ ଓ ଏକ୍ସଚେଞ୍ଜ ଅବଧି
୨୦୦୦ ଟଙ୍କିଆ ନୋଟକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ନୋଟର ଡିପୋଜିଟ ଓ ଏକ୍ସଚେଞ୍ଜର ଅବଧି ବୃଦ୍ଧି କରାଯାଇଛି । ଆସନ୍ତା ମାସ ୭ ତାରିଖ ମଧ୍ୟରେ ଜନସାଧାରଣ ୨ ହଜାର ଟଙ୍କିଆ ନୋଟ ବଦଳି କରିପାରିବେ । ପୂର୍ବରୁ ନୋଟ ବଦଳିର ଅନ୍ତିମ ତାରିଖ ସେପ୍ଟେମ୍ବର ୩୦…