ଟଳିଲା ବଡ଼ ଧରଣର ବିପଦ, ରେଳଧାରଣା ନିକଟରୁ ଜବତ ହେଲା ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍
ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର । ଟଳିଗଲା ବଡ଼ ଧରଣର ବିପଦ । ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ଼ ଜିଲ୍ଲା ତଥା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ…