ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ ଜାଲ କାଗଜପତ୍ର ମାଧ୍ୟମରେ ଜମି ଅକ୍ତିଆର କରିଥିବା ଅଭିଯୋଗ ଆଣିଲେ ବାସନ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାଲ କାଗଜପତ୍ର ମାଧ୍ୟମରେ ବଳପୂର୍ବକ ଅନ୍ୟର ଜମିକୁ ମାଡି ବସିଛନ୍ତି ଜଣେ ଲୋକ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ । ସେ ଏବେ ସାଜିଛନ୍ତି ଜମି ମାଫିଆ । ପୋଲିସ ମଧ୍ୟ ସେମାନଙ୍କୁ ସହଯୋଗ କରୁଛି ବୋଲି ବାସନ୍ତି ବାଇ ଅଭିଯୋଗ କରିଛନ୍ତି।
ସୂଚନା…