ମାସେ ହେବ ପଲିଥିନ୍ରେ ବନ୍ଧା ହୋଇ ରହିଥିଲା ମହିଳାଙ୍କ ମୃତଦେହ, ଝିଅ ଅଟକ
ପୁଣି ଏକ ଜଘଣ୍ୟ ହତ୍ୟାକାଣ୍ଡ । ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଏବେ ବି ମନରୁ ଲିଭିନଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ । ଏଥର ମୁମ୍ବାଇର ଲାଲବାଗ୍ ଅଞ୍ଚଳରୁ ଆସିଛି ଖବର । ଜଣେ ୫୩ ବର୍ଷିୟ ମହିଳାଙ୍କୁ ହତ୍ୟା କରି ପଲିଥିନ୍ରେ ବାନ୍ଧି ଲୁଚାଇ ରଖିଥିଲା ଅଭିଯୁକ୍ତ ।
ଖବରପାଇ ପୋଲିସ…