ବଲାଙ୍ଗୀରରେ ବିଜେଡି ଦେବ ମହିଳା ଲୋକସଭା ପ୍ରାର୍ଥୀ, ପଢନ୍ତୁ କିଏ ହେବେ ପ୍ରାର୍ଥୀ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ସମୟରେ ବିଜେଡିକୁ ଜିତେଇବା ପାଇଁ ଦଳର ସମସ୍ତ କର୍ମୀ ଚେଷ୍ଟା କରୁଥିଲେ । ସେ ସମୟରେ ଜଣେ ନେତ୍ରୀ ରିତା ସାହୁଙ୍କ ସାଙ୍ଗରେ ରହି ତାଙ୍କର ସବୁକଥା ବୁଝିବା ସହିତ ନିର୍ବାଚନ ମଣ୍ଡଳୀରେ ତାଙ୍କ ବ୍ୟକ୍ତିଗତ ଦାୟିତ୍ୱ ବୁଝୁଥିଲେ । ଏବଂ ସୂଚାରୁ…