ଚର୍ଚ୍ଚାରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ
ଓଡିଶା ଫାଷ୍ଟ(ବ୍ୟୁରୋ):ଚର୍ଚ୍ଚାରେ ସୁଡରଗଡଳ ବିଧାୟିକା କୁସୁମ ଟେଟେ । କଥାଟା ହେଉଛି, ଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି, ପରମ୍ପରା ଏବଂ ଚାଲିଚଳଣକୁ ନେଇ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର…