Browsing Tag

Kumar sanu

କରୋନାରେ ଆକ୍ରାନ୍ତ ହେଲେ କୁମାର ସାନୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତର ଲୋକପ୍ରିୟ ଗାୟକ କୁମାର ସାନୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ କରୋନା ରିପୋର୍ଟ ପଜିଟିଭି ଆସିଛି। କୁମାର ସାନୁଙ୍କୁ କରୋନା ହୋଇଥିବା ତାଙ୍କ ଟିମ ଫେସବୁକରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ “ଦୁର୍ଭାଗ୍ୟବଶତଃ ସାନୁଦାଙ୍କ କରୋନା ଟେଷ୍ଟ…