କୋଟିଆରେ ସେମିତି କିଛି ବଡ ସମସ୍ୟା ନାହିଁ : ବାଚସ୍ପତି
କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, କୋଟିଆରେ ସେମିତି ବଡ ସମସ୍ୟା ନାହିଁ । ରାଜସ୍ବ ବିଭାଗର ସଚିବ ଓ ଆରଡିସି କମିଟି ସେଠାକୁ ଯାଇ ସ୍ଥିତି ଦେଖିଛନ୍ତି । ସ୍ଥିତି ସେତେଟା ଖରାପ ନାହିଁ ବୋଲି ବାଚସ୍ପତି କହିଛନ୍ତି । ଯେଉଁ ଅଞ୍ଚଳ ଆମ…