ଉଚ୍ଛେଦ ହେଲା ସୂର୍ଯ୍ୟ ମନ୍ଦିରର ନିର୍ମାଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଣାର୍କ ଚନ୍ଦ୍ରଭାଗା ନିକଟରେ ନିର୍ମାଣାଧୀନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଉଚ୍ଛେଦ ହୋଇଛି । ବେଆଇନ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ବିରୋଧ ପରେ ମୂର୍ତ୍ତି ସ୍ଥାନାନ୍ତରିତ କରାଯିବା ସହ ପିଣ୍ଡି ଭଙ୍ଗାଯାଇଛି । ଗୋପ ତହସିଲଦାର ଏସ.କେ ସାଗିର, ରାଜସ୍ୱ…