ଆପଣଙ୍କ ପିଲାଠାରେ ଦେଖିବାକୁ ମିଳୁଛି କି ଏହି ସ୍ୱଭାବ ? ଏହି ଲକ୍ଷଣ ଦେଖାଯାଉଥିଲେ ଜାଣିନିଅନ୍ତୁ ଆପଙ୍କ ପିଲା…
ଆଜିକାଲିର ଯେଉଁ ପାଠ ପଢିବା ବୋଝ, ଏହା ପୂର୍ବରୁ ଏଭଳି ନଥିଲା l ପୂର୍ବରୁ ଯେଉଁଠି ମାତ୍ର କେତେଖଣ୍ଡ ପୁସ୍ତକ ରେ ପିଲାଙ୍କ ପାଠପଢା ସମ୍ପୂର୍ଣ ହେଉଥିଲା, ଆଜି ସେହି ସ୍ଥାନରେ ନିଜର ଶିକ୍ଷାକୁ ନେଇ ପିଲାମାନେ ମାନସିକ ଚାପରେ ରହୁଛନ୍ତି l ଏହାଛଡା ପିତାମାତାଙ୍କ ବ୍ୟସ୍ତବହୁଳ ଜୀବନ, ଐକାନ୍ତିକ…