ମୟୁରଭଞ୍ଜରେ ଉଦଘାଟିତ ହେବ କିସର ଶାଖା
ଓଡିଶା ଫାଷ୍ଟ( ବ୍ୟୁରୋ) : ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ନିକଟସ୍ଥ ବାଙ୍କୀଶୋଳ ଠାରେ ଭୁବନେଶ୍ୱର ଭଳି କିସର ଏକ ଆବସିକ ଜନଜାତି ବିଦ୍ୟାଳୟ ଏବଂ ଜିଲ୍ଲାବାସୀଙ୍କ ପାଇଁ ୫୦ ଶଯ୍ୟା ବଶିଷ୍ଟ ଏକ ଡାକ୍ତରଖାନା ବୁଧବାର ଦିନ ଉଦଘାଟିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…