ବିଏମସିର ନିୟମକୁ ଆଖିଠାର; ଭାଙ୍ଗିଲା କିଶୋର ଭାଇନାଙ୍କ ହୋଟେଲ, ଦେଖନ୍ତୁ ଭିଡିଓ
ବିଏମସିର ନିୟମକୁ ଅବମାନନା କରିବା ଫଳରେ ଆଜି ପରିଶେଷରେ ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ହୋଟେଲକୁ ଭାଙ୍ଗିଦିଆଯାଇଛି । ଆଜି ସକାଳୁ ଅତର୍କିତ ଭାବେ ବିଏମସି ବିଡ଼ିଓର ମିଳିତ ସ୍କ୍ୱାଡ଼ ହୋଟେଲ ଉପରେ ଚଢ଼ାଉ କରିଥିଲେ । ତେବେ ବେଆଇନ ଭାବେ ମଟନ ହୋଟେଲ ତିଆରି କରାଯାଇଥିରୁ ବିଏମସି…