Browsing Tag

King cobra inside a shop

ଦୋକାନ ଭିତରେ ନାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ର ରାଢ଼ୋ ଗାଁର ଏକ ଦୋକାନ ଭିତରୁ ୧୧ ଟି ନାଗସାପ ଛୁଆଙ୍କୁ ଉଦ୍ଧାର କରାଯାଇଛି। କୃପାସିନ୍ଧୁ  ରାଉତଙ୍କ ଦୋକାନ ଘର କାମ ଚାଲିଥିବାବେଳେ ଦୋକାନ ଘରେ ଏକ ଗାତ ତାଙ୍କ ନଜର କୁ ଆସିଥିଲା। ଯେଉଁଥିରେ ସେ ସାପ ଛୁଆଙ୍କୁ ଦେଖିବାକୁ…