ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଅପହରଣ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ବନ୍ଧୁକ ଦେଖାଇ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ପ୍ରତିଦ୍ୱନ୍ଦୀ ପ୍ରର୍ଥୀ ଉଠାଇ ନେଇଯାଇଥିବା ଭଳି ଏକ ସାଂଘାତିକ ଘଟଣା ସମ୍ନାକୁ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ମିନାକ୍ଷୀ ଦେହେରୀ ଗତକାଲି ସ୍ୱାମୀ ରାଜେଶ…