ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଖୋର୍ଦ୍ଧା ଓ ବ୍ରହ୍ମପୁର ଏସପି
ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଦୁଇ ଜିଲ୍ଲାର ଏସପି । ଖୋର୍ଦ୍ଧା ଏବଂ ବ୍ରହ୍ମପୁର ଏସପିଙ୍କ ବଦଳି କରିଛନ୍ତି ନିର୍ବାଚନ କମିଶନର । ବର୍ତ୍ତମାନ ଆଇପିଏସ୍ ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁରର ନୂଆ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇପିଏସ୍ ଅଫିସର ଅଶ୍ୱିନୀ କୁମାରଙ୍କୁ…