Browsing Tag

khordha district

ସାନଖେମୁଣ୍ଡି ପୂର୍ବତନ ବିଧାୟିକାଙ୍କ କାର ଧକ୍କାରେ ମହିଳା ମୃତ

ଓଡିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା କହ୍ନେଇପୁର ଛକରେ ଆଜି ସକାଳ ୯ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଛଇଳ ଘଡ଼େଇ ନାମକ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଛଇଳ ନିଜ ଦୁଇ…