ରାଜଧାନୀରେ ଚାଞ୍ଚଲ୍ୟ, ପଡୋଶୀଙ୍କ ପୁଅକୁ ହତ୍ୟା କଲା ମହିଳା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ଜଣେ ମହିଳା ପଡୋଶୀଙ୍କ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରେ ଏହି ଅଭାବନୀୟ ଘଟଣା…