Browsing Tag

kendujhar

ମା’ ପାଖରୁ ଟେକିନେଇ ଦଳିଦେଲା ଦନ୍ତା ହାତୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ୯ ବର୍ଷର ବାଳକ ମା' ପାଖରେ ରାତିରେ ଶୋଇଥିବା ବେଳେ ଦନ୍ତା ହାତୀ ଟେକି ନେଇଥିଲା । ଏବଂ ତାକୁ ଦଳି ମାରିଦେଇଥିବା ଜଣା ପଡିଛି । ଏଥିସହ ହାତୀ ଘରେ ପଶି କାନ୍ଥ ଭାଙ୍ଗି ଦେବା ଯୋଗୁଁ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ସଡ଼କ ଦୁର୍ଘଟଣା ରେ ଦୁଇଜଣଙ୍କର ଅକାଳ ବିୟୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏମ୍‌ଏସ୍‌ପି ପ୍ଲାଣ୍ଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହଁ। ସୂଚନା ଅନୁଯାୟୀ, ଟ୍ରକ୍‌ଟି ଠିଆ ହୋଇଥିବା ସମୟରେ…

ଜୀବନ ନେଲା ପ୍ରତିଷେଧକ ଟୀକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରୋଗ ପ୍ରତିଷେଧକ ଟିକା ନେବା ପରେ ଏକ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ ପୁସ୍କଳା ଗାଁରେ।ଟିକା ଦେବାର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…