Browsing Tag

kendriya vidyalaya student

ସ୍ୱଚ୍ଛ ଭାରତ ଅଭିଯାନ ବେଳେ ସମୁଦ୍ରରେ ବୁଡ଼ିଗଲେ ୩ ଛାତ୍ର; ନିଖୋଜ ଛାତ୍ର ଙ୍କୁ ଖୋଜିବାକୁ ଯାଇଥିବା ବୋଟ ଓଲଟିଲା…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରାଦ୍ୱୀପ ଠାରେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପାରାଦୀପ ମ୍ୟୁନିସିପାଲିଟି ତରଫରୁ ବେଳାଭୂମିରେ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନରେ ଘଟି ଯାଇଛି ଏକ ଅଘଟଣ, ଯାହାକି ପାରାଦୀପ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ପାରାଦୀପ ମ୍ୟୁନିସିପାଲିଟି…