ଶିକ୍ଷକତା ଏକ ମହାନ ବୃତ୍ତି,ଏହାକୁ ସାର୍ଥକ କରନ୍ତୁ:ମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁରୁମାନେ ପ୍ରକୃତ ମାର୍ଗଦର୍ଶକ। ସେମାନେ ଚିରପୂଜ୍ୟ। ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ମାର୍ଗଦର୍ଶକ । ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ ।ଆଜି କେନ୍ଦ୍ରାପଡା କଲେଜର ବାର୍ଷିକ…