Browsing Tag

kendrapada collector

ଫେକ ଆକାଉଣ୍ଟ ନେଇ ପୋଲିସରେ ଅଭିଯୋଗ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଖୋଲାଯାଇଛି ଫେକ ଆକାଉଣ୍ଟ । ଏହାକୁ ନେଇ ଶ୍ରୀ ବର୍ମା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଭିଯୋଗ ମୁତାବକ, କୌଣସି ମନ୍ଦ ଉଦ୍ଦେଶ୍ୟ…