୨ ଦିନିଆ ପୋଲିସ ରିମାଣ୍ଡରେ ଗଲେ କେବିଏନ୍ ଗ୍ରୁପର ୫ ଅଭିଯୁକ୍ତ
କେବିଏନ ଗ୍ରୁପର ଭିଡିଓ ଭାଇରାଲ ମାମଲା । ଗିରଫ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ନୟପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାହୁଲ ଜେନା, ସୁମନ ପରିଡ଼ା, ରାଜେଶ ବେହେରା, ସନାତନ ବେହେରା ଓ ନରେନ୍ଦ୍ର ସାହୁ । ୨ ଦିନିଆ ରିମାଣ୍ଡରେ ସତ ଉଗାରିବ ପୋଲିସ । ୭ ଦିନିଆ ରିମାଣ୍ଡ ଆବେଦନ…