Browsing Tag

kashi

ମୋଦୀ ପରି ଏମିତି ବହୁତ ଆସି ଗଲେଣି…, ବିଶ୍ଵନାଥ ଧାମରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

ବାରାଣସୀ ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ସୋମବାର କାଶୀ ବିଶ୍ଵନାଥ ଧାମର ଲୋକାର୍ପଣ କରିବା ସହିତ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କାହାରି ନାମ ନନେଇ କହିଛନ୍ତି, ଯେବେ ମୁଁ ବନାରସ ଆସିଲି ଗୋଟିଏ ବିଶ୍ଵାସ ନେଇକି ଆସିଥିଲି। ବିଶ୍ଵାସ ନିଜ ଅପେକ୍ଷା ବନାରସବାସୀଙ୍କ ଉପରେ ଥିଲା।…