ଅଢ଼େଇ ଦିନ ର ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ନ ୪ଟାରେ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ଥିଲା ବିଜେପିକୁ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା କର୍ଣ୍ଣାଟକ ରାଜନୀତି। ମାତ୍ର ଆଜି ୪ଟା ରେ ୟେଦ୍ୟୁରପ୍ପା ନିଜ ବହୁମତ ସାବିତ କରିବା ବଦଳରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…