ଗର୍ଭବତୀ ଖବରକୁ ନେଇ ଏଭଳି ଉତ୍ତର ଦେଲେ କରୀନା
ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ମା' କରୀନା କପୁର ତାଙ୍କ ସ୍ବାମୀ ସୈଫ ଅଲିଙ୍କ ସହ ଛୁଟିରେ ଲଣ୍ଡନ ଯାଇଥିଲେ। ସେଠାରୁ ଏହି ଦମ୍ପତିଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା । ଯାହାପରେ କରୀନାଙ୍କର ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା । କୁହାଯାଇଥିଲା ଯେ,…