ସାମ୍ନାକୁ ଆସିଲା କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ; ବେକରେ ୧୦ଟି ଓ ସାରା ଶରୀରରେ ୨୬ଟି ଗଭୀର କ୍ଷତ ଥିବା ସୂଚନା
ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ବଡ ଖୁଲାସା ହୋଇଛି। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ମୁତାବକ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କହ୍ନେୟାଲାଲଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ…