ପୁଣି ବସିଲା କଙ୍ଗାରୁ କୋର୍ଟ : ନିର୍ଧୁମ୍ ପିଟିଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଶାସନ ପକ୍ଷରୁ ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଅନେକ ଗାଁରେ ବସୁଛି କଙ୍ଗାରୁ କୋର୍ଟ । ଆଉ କଙ୍ଗାରୁ କୋର୍ଟରେ ଯାହା ଫୈସଲା ହୁଏ ତାହା ହିଁ ପାଳନ କରାଯାଇଥାଏ । ଏମିତିକି କଙ୍ଗାରୁକୋର୍ଟର ନିଷ୍ପତ୍ତି ଯୋଗୁଁ ଅନେକ ଥର ଲୋକଙ୍କୁ ଗାଁରୁ ବଚ୍ଛନ୍ଦ ହୋଇଥିବା…